Posts

ଧଉଳି ଏକ୍ସପ୍ରେସ

Image
  ଧଉଳି ଏକ୍ସପ୍ରେସ ଏକ ଓଡ଼ିଆ ସିନେମା ଯାହା 2007 ରେ ମୁକ୍ତି ଲାଭ କରିଥିଲା l ଏହାର ନିର୍ଦେଶନା ଦେଇଥିଲେ  ଚିତ୍ତରଞ୍ଜନ ତ୍ରିପାଠୀ l କେଵେକ ନିର୍ଦେଶନା ନୁହଁ, ପ୍ରଯୋଜନା, ସଂଗୀତ ନିର୍ଦେଶନା କରିବା ସହ କାହାଣୀ ଏବଂ ଗୀତ ମଧ୍ୟ ରଚନା କରିଥିଲେ l ଏହି ସିନେମାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମରେଶ ରାଉତରାୟ, ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ମିହିର ଦାସ, ହରିହର ମହାପାତ୍ର, ଅପରାଜିତା, ମୀନକେତନ ଇତ୍ୟାଦି କଳାକାର l ଧଉଳି ଏକ୍ସପ୍ରେସ କୁ ଓଡ଼ିଆ ଷ୍ଟେଟ ଫିଲ୍ମ ଆୱାର୍ଡ 2007 ମିଳିଥିଲା l ଏହି ଚଳଚିତ୍ର ର କଲାତ୍ମକ ଦୃଷ୍ଟି ଭଙ୍ଗୀ ଥିଲା ନିଆରା l ଏହି ଚଳଚିତ୍ର କୁ ଓଡ଼ିଆ ଚଳଚିତ୍ର ଜଗତ ର ଶ୍ରେଷ୍ଠ ଚଳଚିତ୍ର ମଧ୍ୟରେ ଗଣାଯାଏ l ଏହାର ସଂଗୀତ ମନମୁଗ୍ଧକର l ସ୍ମୃତି ଅଙ୍କା ବଙ୍କା ନଇ, ଦୂର ତଳ ବନେ ବାଇଆ ବଧୁର ବସା, ସନ୍ଦ୍ୟା ହେଲେ ମାନେ ପଡେ, ଗୀତ ଗୋଡ଼ିକ ରେ ଅନୁଭବ କରିହୁଏ ଓଡ଼ିଆ ମାଟିର ବାସ୍ନା l ଓଡ଼ିଆ ବାପା, ମା, ପୁଅ ର ସମ୍ପର୍କ କୁ ଅତି ସୁନ୍ଦର ଭାବେ ଦେଖା ଯାଇଛି ଏହି ଚଳଚିତ୍ର ରେ l ଧଉଳି ଏକ୍ସପ୍ରେସ ମୁକ୍ତିଲାଭ କଲା ସମୟରେ ସେତେଟା ସଫଳତା ନ ମିଳିଥିଲେ ମଧ୍ୟ ଧୀରେ ଧୀରେ ଏହାର ଲୋକ ପ୍ରିୟତା ବଢ଼ି ଚାଲିଲା l ଏବେ ଏହି ସିନେମା କୁ ଓଡ଼ିଆ ଫିଲ୍ମ ଜଗତ ର ଶ୍ରେଷ୍ଠ ଚଳଚିତ୍ର ମଧ୍ୟରେ ଗନା ଯାଉଛି l ଅଭିନୟ  - ସମରେଶ ରାଉତରାୟ, ସିଦ୍ଧାନ୍ତ ମହାପାତ୍ର, ମିହିର  ଦାସ, ଅନୁ ଚୌଧ

Dhauli Express

Image
Dhauli Express is an odia language movie released in 2007.The movie directed and produced by Chittaranjan tripathy. Dhauli Express consider as one of the masterpiece of Odia film industry and also underrated. The movie won the state award for best movie in 2007.Chittaranjan tripathy's music in the movie is heart touching.  Cast - Samaresh Rautray Sidhanta Mohapatra Aparajita Mohanty Mihir Das Anu Chaudhary Minaketan das Harihara mohapatra Director -Chittaranjan Tripathy  Music -Chittaranjan Tripathy Lyrics - Chittaranjan Tripathy Producer -Chittaranjan Tripathy   Songs 1. Smruti anka banka nai- Chittaranjan Tripathy      2. Dura tala bane- Tarannum Shukla         3. Sandhya hele mane pade- Chittaranjan tripathy  4.Manisa jibana - Chittaranjan Tripathy 5.Chalak Chalak Jae